ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାକ୍ଷୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାକ୍ଷୀ   ବିଶେଷ୍ୟ

ଅର୍ଥ : ଯେ କୌଣସି ଘଟଣା ନିଜ ଆଖିରେ ଦେଖିଛି

ଉଦାହରଣ : ପୋଲିସ୍‌ ଏହି ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଅଛି

ସମକକ୍ଷ : ପ୍ରତ୍ୟକ୍ଷଦର୍ଶୀ

वह जिसने कोई घटना अपनी आँखों से देखी हो।

पुलिस इस हत्या के सिलसिले में प्रत्यक्षदर्शियों से पूछताछ कर रही है।
अनुभावी, गवाह, चश्मदीद, चश्मदीद गवाह, प्रत्यक्षदर्शी, साक्षी, साखि, साखी

Someone who sees an event and reports what happened.

informant, witness, witnesser

ଅର୍ଥ : କୌଣସି କଥା ସିଦ୍ଧ ହେବାପାଇଁ ବ୍ୟବହୃତ କଥନ ବା ତତ୍ତ୍ୱ

ଉଦାହରଣ : ପ୍ରମାଣ ନ ମିଳିବା କାରଣରୁ ଅପରାଧୀ ମୁକ୍ତ ହୋଇଗଲା

ସମକକ୍ଷ : ପ୍ରମାଣ

वह कथन या तत्व जिससे कोई बात सिद्ध हो।

सबूत न मिलने के कारण अपराधी बरी हो गया।
इजहार, इज़हार, उपपत्ति, तसदीक, तसदीक़, तस्दीक, तस्दीक़, प्रमाण, शहादत, सबूत, साक्ष्य, सुबूत

Any factual evidence that helps to establish the truth of something.

If you have any proof for what you say, now is the time to produce it.
cogent evidence, proof

ଅର୍ଥ : ଯେ କୌଣସି ବିବାଦ ବିଷୟରେ ନିଜର ମତାମତ ପୋଷଣ କରନ୍ତି

ଉଦାହରଣ : ଏହି ମାମଲାରେ ପ୍ରତିବାଦୀ ମିଥ୍ୟା ସାକ୍ଷୀଙ୍କୁ ହାଜର କରାଇଲେ

वह जो किसी विवाद के विषय में अपनी जानकारी बतलाए।

इस मामले में प्रतिवादी ने झूठे गवाह पेश किए।
गवाह, शाहिद, साक्षी, साखि, साखी

(law) a person who testifies under oath in a court of law.

witness