ଅର୍ଥ : ବିକିରଣ କରୁଥିବା ପିଣ୍ଡର ଚାରିପଟ ଥିବା ଜାଗା ଯେଉଁଠି ବୈଦ୍ୟୁତିକ ଚୁମ୍ବକୀୟ ଦୋଳନ ତା ସମ୍ପର୍କରେ ନ ଆସୁଥିବା ଅନ୍ୟ ପିଣ୍ଡ ଉପରେ ଆଘାତ କରେ
ଉଦାହରଣ :
ଏହି ପିଣ୍ଡର କ୍ଷେତ୍ର ବହୁତ ଶକ୍ତିଶାଳୀ
ସମକକ୍ଷ : କ୍ଷେତ୍ର, ଶକ୍ତି କ୍ଷେତ୍ର
ଅର୍ଥ : କୌଣସି ପ୍ରକ୍ରିୟାର ପ୍ରଭାବ ଯେଉଁ କ୍ଷେତ୍ର ପର୍ଯ୍ୟନ୍ତ ଥାଏ
ଉଦାହରଣ :
ଜ୍ବାଳାମୁଖୀର ପରିଣାମ କ୍ଷେତ୍ର ଅନେକ କିଲୋମିଟର ପର୍ଯ୍ୟନ୍ତ ଥିଲା
ସମକକ୍ଷ : ପରିଣାମ କ୍ଷେତ୍ର