ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଭାବହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଭାବହୀନ   ବିଶେଷଣ

ଅର୍ଥ : ପ୍ରଭାବ ନ ଥିବା ବ୍ୟକ୍ତି

ଉଦାହରଣ : ବଡ଼ ବଡ଼ ପଦାଧିକାରୀମାନେ ଅବସର ନେଲାପରେ ପ୍ରଭାବହୀନ ହୋଇଯାନ୍ତି

ସମକକ୍ଷ : ପ୍ରଭାବଶୂନ୍ୟ

जिसका प्रभाव न हो।

बड़ा से बड़ा पदाधिकारी अवकाश प्राप्ति के बाद प्रभावहीन हो जाता है।
अपार्थ, असरशून्य, असरहीन, प्रभावशून्य, प्रभावहीन, बेअसर

Lacking in power or forcefulness.

An ineffectual ruler.
Like an unable phoenix in hot ashes.
ineffective, ineffectual, unable

ଅର୍ଥ : ଯେ ପ୍ରଭାବିତ କରି ନ ପାରେ

ଉଦାହରଣ : ତାଙ୍କ ପ୍ରଭାବହୀନ କବିତା ଶୁଣି କେହି ଜଣେ ବି ତାଳି ବଜାଇଲେ ନାହିଁ

ସମକକ୍ଷ : ପ୍ରଭାବଶୂନ୍ୟ

जो प्रभावित न करे।

उनकी प्रभावहीन कविता सुनकर किसी ने भी ताली नहीं बजाई।
असरशून्य, असरहीन, प्रभावशून्य, प्रभावहीन, बेअसर

Not producing an intended effect.

An ineffective teacher.
Ineffective legislation.
ineffective, ineffectual, uneffective