ଅର୍ଥ : ପ୍ରଭାବ ନ ଥିବା ବ୍ୟକ୍ତି
ଉଦାହରଣ :
ବଡ଼ ବଡ଼ ପଦାଧିକାରୀମାନେ ଅବସର ନେଲାପରେ ପ୍ରଭାବହୀନ ହୋଇଯାନ୍ତି
ସମକକ୍ଷ : ପ୍ରଭାବହୀନ
ଅର୍ଥ : ଯେ ପ୍ରଭାବିତ କରି ନ ପାରେ
ଉଦାହରଣ :
ତାଙ୍କ ପ୍ରଭାବହୀନ କବିତା ଶୁଣି କେହି ଜଣେ ବି ତାଳି ବଜାଇଲେ ନାହିଁ
ସମକକ୍ଷ : ପ୍ରଭାବହୀନ