ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତ୍ୟୁତ୍ତର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତ୍ୟୁତ୍ତର   ବିଶେଷ୍ୟ

ଅର୍ଥ : କୌଣସି ତଥ୍ୟ ବା ପ୍ରୟୋଗ ସମ୍ପର୍କରେ କାହାରି ପ୍ରତିବାଦ ବା ଉତ୍ତର

ଉଦାହରଣ : ଦୟାକରି ଏହି ସାଇଟର ଉପଯୋଗ କରିବା ପରେ ନିଜର ଫିଡବ୍ୟାକ ନିଶ୍ଚିତଭାବେ ଦିଅନ୍ତୁ

ସମକକ୍ଷ : ପ୍ରତିକ୍ରିୟା, ଫିଡବ୍ୟାକ

किसी जानकारी या प्रयोग के संबंध में किसी का प्रतिसाद या उत्तर।

कृपया इस साइट का उपयोग करने के बाद अपना फीडबैक अवश्य दें।
प्रतिउत्तर, प्रतिक्रिया, फीडबैक

Response to an inquiry or experiment.

feedback

ଅର୍ଥ : ମିଳିଥିବା କୌଣସି ଟିପ୍ପଣୀ, ଉତ୍ତର ଆଦିର ଦିଆଯାଉଥିବା ପ୍ରତ୍ୟୁତ୍ତର

ଉଦାହରଣ : ସମସ୍ତ ପ୍ରାପ୍ତ ଟିପ୍ପଣୀର ମୁଁ ପ୍ରତ୍ୟୁତ୍ତର ଦେଇଛି

किसी मिली हुई टिप्पणी, उत्तर आदि का दिया जानेवाला उत्तर।

मैंने सभी प्राप्त टिप्पणियों का प्रत्युत्तर लिख दिया है।
प्रत्युत्तर

A quick reply to a question or remark (especially a witty or critical one).

It brought a sharp rejoinder from the teacher.
comeback, counter, rejoinder, replication, retort, return, riposte