ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିରୋଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିରୋଧ   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟଆଦିକୁ ବନ୍ଦକରିବା ନିମନ୍ତେ ତାର ବିପରୀତ କାର୍ଯ୍ୟକରିବା କିମ୍ବା ଆମେ ଚାହୁଁନଥିବା କିଛି କାର୍ଯ୍ୟର ବିପରୀତରେ କରାଯାଉଥିବା କାମ

ଉଦାହରଣ : ରାମର ବିରୋଧ ସତ୍ତ୍ୱେ ମୁଁ ନିର୍ବାଚନ ଲଢ଼ିଲି

ସମକକ୍ଷ : ବିରୋଧ

किसी कार्य आदि को रोकने के लिए उसके विपरीत कुछ करने की क्रिया या किसी कार्य, जिसे हम न चाहते हों, के विपरीत कुछ करने की क्रिया।

राम के विरोध के बावज़ूद भी मैंने चुनाव लड़ा।
अवरोध, अवरोधन, खिलाफत, खिलाफ़त, प्रतिरोध, विरोध

The action of opposing something that you disapprove or disagree with.

He encountered a general feeling of resistance from many citizens.
Despite opposition from the newspapers he went ahead.
opposition, resistance

ଅର୍ଥ : ନିଜ ସହଯୋଗୀ ଶ୍ରମଜୀବୀମାନଙ୍କୁ କାମରୁ ନିବୃତ୍ତ କରିବା ପ୍ରକ୍ରିୟା

ଉଦାହରଣ : ଜଣେ ଶ୍ରମିକ ନେତାଙ୍କ ପ୍ରତିରୋଧ କାରଣରୁ ଆଜି କାର୍ଯ୍ୟାଳୟରେ କାମ ହେଲାନାହିଁ

ସମକକ୍ଷ : ବାଧା, ବିରୋଧ, ବ୍ୟାଘାତ

अपने सहयोगी श्रमजीवियों को काम करने से रोकने की क्रिया।

एक श्रमिक नेता के समावरोधन के कारण आज कार्यालय में काम नहीं हुआ।
समावरोधन