ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିଫଳନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିଫଳନ   ବିଶେଷ୍ୟ

ଅର୍ଥ : କୌଣସି ସ୍ତରରୁ ପ୍ରକାଶ, ଧ୍ୱନି ଆଦି ଧକ୍କାଲାଗି ଫେରିଆସିବାର ପ୍ରକ୍ରିୟା

ଉଦାହରଣ : ପ୍ରିଜମରେ ଆଲୋକର ପ୍ରତିଫଳନ ହୁଏ

ସମକକ୍ଷ : ପରାବର୍ତ୍ତନ, ପ୍ରତ୍ୟାବର୍ତ୍ତନ

किसी सतह से प्रकाश, ध्वनि आदि का टकराकर वापस लौटने की क्रिया।

प्रिज्म से प्रकाश का परावर्तन होता है।
परावर्तन, रिफ्लेक्शन

The phenomenon of a propagating wave (light or sound) being thrown back from a surface.

reflection, reflexion

ଅର୍ଥ : ପ୍ରତିଫଳ ହେବାର କ୍ରିୟା, ଅବସ୍ଥା, ବା ଭାବ

ଉଦାହରଣ : ଆମ ମାନସିକତାର ପ୍ରତିଫଳନ ଆମ କର୍ମରେ ଦେଖିବାକୁ ମିଳେ

प्रतिफल होने की क्रिया, अवस्था या भाव।

हमारी मानसिकता का प्रतिफलन हमारे कर्मों में दिखाई पड़ता है।
प्रतिफलन

ଅର୍ଥ : ପ୍ରତିବିମ୍ବ ପଡ଼ିବା କ୍ରିୟା

ଉଦାହରଣ : ନଦୀ ଜଳରେ ଚନ୍ଦ୍ରର ପ୍ରତିଫଳନ ବଡ଼ ଭଲ ଲାଗେ

प्रतिबिंब के पड़ने की क्रिया।

चंद्रमा का नदी के जल में अनुप्रवेश बड़ा अच्छा लगता है।
अनुप्रवेश