ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରାବର୍ତ୍ତନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରାବର୍ତ୍ତନ   ବିଶେଷ୍ୟ

ଅର୍ଥ : ବୁଲିକରି ପୁଣି ପ୍ରଥମ ରୂପ, ସ୍ଥାନ ଆଦିକୁ ଆସିବାର କ୍ରିୟା

ଉଦାହରଣ : ଗ୍ରହ ଦୁଏ ପ୍ରକାରରେ ପ୍ରତିଗମନ କରନ୍ତି

ସମକକ୍ଷ : ପ୍ରତିଗମନ

उलटकर फिर पहले रूप, स्थान आदि में आने की क्रिया।

ग्रह दो प्रकार से प्रतिगमन करते हैं।
परावर्तन, प्रतिगमन, विपर्यय

Returning to a former state.

regress, regression, retrogression, retroversion, reversion

ଅର୍ଥ : କୌଣସି ସ୍ତରରୁ ପ୍ରକାଶ, ଧ୍ୱନି ଆଦି ଧକ୍କାଲାଗି ଫେରିଆସିବାର ପ୍ରକ୍ରିୟା

ଉଦାହରଣ : ପ୍ରିଜମରେ ଆଲୋକର ପ୍ରତିଫଳନ ହୁଏ

ସମକକ୍ଷ : ପ୍ରତିଫଳନ, ପ୍ରତ୍ୟାବର୍ତ୍ତନ

किसी सतह से प्रकाश, ध्वनि आदि का टकराकर वापस लौटने की क्रिया।

प्रिज्म से प्रकाश का परावर्तन होता है।
परावर्तन, रिफ्लेक्शन

The phenomenon of a propagating wave (light or sound) being thrown back from a surface.

reflection, reflexion