ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଚଳନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଚଳନ   ବିଶେଷ୍ୟ

ଅର୍ଥ : ଯେଉଁ ଅବସ୍ଥାରେ କେତେକ ବସ୍ତୁ ବା ବିଷୟ ବାରମ୍ବାର ବ୍ୟବହାରରେ ଆସେ କିମ୍ବା ପ୍ରଚଳିତ ରହେ

ଉଦାହରଣ : ଆଜିକାଲି ସହରମାନଙ୍କରେ ପଶ୍ଚିମୀ ବସ୍ତ୍ରର ପ୍ରଚଳନ ବଢ଼ୁଛି

ସମକକ୍ଷ : ଚଳନ, ଫେଶନ

वह अवस्था जिसमें कोई वस्तु या बात बराबर व्यवहार में आती या चलती रहती है।

आजकल शहरों में पश्चिमी कपड़ों का प्रचलन बढ़ रहा है।
अनवानता, अनुसार, चलन, प्रचलन, प्रचार, फ़ैशन, फैशन

The popular taste at a given time.

Leather is the latest vogue.
He followed current trends.
The 1920s had a style of their own.
style, trend, vogue

ଅର୍ଥ : ଜାରୀ ବା ପ୍ରଚଳନ କରିବା ବା ବ୍ୟବହାରରେ ଆଣିବାର କ୍ରିୟା

ଉଦାହରଣ : କମ୍ପାନୀର ନୂଆ ଉତ୍ପାଦଗୁଡିକୁ ପ୍ରଚଳନରେ ଆଣିବାକୁ ଏତେ ଡେରି ହେଉଛି କାହିଁକି?

जारी या प्रचलित करने या व्यवहार में लाने की क्रिया।

कंपनी के नए उत्पादों के इजरा में इतनी देरी क्यों हो रही है?
इजरा, इजराय

ଅର୍ଥ : ନୂଆ ନିୟମ,କର ଆଦି ପ୍ରସ୍ତୁତ କରିବା ପ୍ରକ୍ରିୟା

ଉଦାହରଣ : ନୂଆ ସରକାର ଆସିବାମାତ୍ରେ ହିଁ ନୂଆ କର ଅଧିରୋପଣ କଲେ

ସମକକ୍ଷ : ଅଧିରୋପଣ, ପ୍ରବର୍ତ୍ତନ

नया नियम,कर आदि प्रस्तुत करने की क्रिया।

नई सरकार ने आते ही नए करों का अधिरोपण कर दिया।
अधिरोपण

The act of imposing something (as a tax or an embargo).

imposition, infliction