ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରକଟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରକଟନ   ବିଶେଷ୍ୟ

ଅର୍ଥ : ସାମ୍ନାକୁ ଆସିବା ବା ପ୍ରକଟ ହେବା କ୍ରିୟା ବା ଭାବ

ଉଦାହରଣ : ଖମ୍ବରୁ ନରସିଂହଙ୍କ ଆବିର୍ଭାବ ହୋଇଥିଲା

ସମକକ୍ଷ : ଆବିର୍ଭାବ, ପ୍ରକଟୀକରଣ

सामने आने या प्रकट होने की क्रिया या भाव।

नरसिंह का प्रकटीकरण खंभे से हुआ था।
आविर्भाव, प्रकटन, प्रकटीकरण, प्राकट्य, प्रादुर्भाव

(theology) the origination of the Holy Spirit at Pentecost.

The emanation of the Holy Spirit.
The rising of the Holy Ghost.
The doctrine of the procession of the Holy Spirit from the Father and the Son.
emanation, procession, rise

ଅର୍ଥ : ମନର ଭାବଆଦିକୁ ପ୍ରକାଶ କରିବା, କରିବା ବା ସ୍ପଷ୍ଟ ରୂପରେ ସାମନାକୁ ଆଣିବା କ୍ରିୟା ବା ଭାବ

ଉଦାହରଣ : କବିତାରେ କବିର ନିଜସ୍ୱ ବିଚାରର ଅଭିବ୍ୟକ୍ତି ନିହିତ

ସମକକ୍ଷ : ଅଭିବ୍ୟକ୍ତି, ଅଭିବ୍ୟଞ୍ଜନା, ବ୍ୟଞ୍ଜନା

मन के भाव आदि के प्रकट होने, करने या स्पष्ट रूप से सामने आने की क्रिया या भाव।

कवि कविता के माध्यम से अपने विचारों की अभिव्यक्ति करता है।
अभिव्यंजन, अभिव्यंजना, अभिव्यक्ति, अभिव्यञ्जन, अभिव्यञ्जना, आस्फोटन, इजहार, इज़हार, उगहन, प्रकटन, प्रगटन, व्यंजना, व्यञ्जना

The communication (in speech or writing) of your beliefs or opinions.

Expressions of good will.
He helped me find verbal expression for my ideas.
The idea was immediate but the verbalism took hours.
expression, verbal expression, verbalism