ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟଞ୍ଜନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟଞ୍ଜନା   ବିଶେଷ୍ୟ

ଅର୍ଥ : ମନର ଭାବଆଦିକୁ ପ୍ରକାଶ କରିବା, କରିବା ବା ସ୍ପଷ୍ଟ ରୂପରେ ସାମନାକୁ ଆଣିବା କ୍ରିୟା ବା ଭାବ

ଉଦାହରଣ : କବିତାରେ କବିର ନିଜସ୍ୱ ବିଚାରର ଅଭିବ୍ୟକ୍ତି ନିହିତ

ସମକକ୍ଷ : ଅଭିବ୍ୟକ୍ତି, ଅଭିବ୍ୟଞ୍ଜନା, ପ୍ରକଟନ

मन के भाव आदि के प्रकट होने, करने या स्पष्ट रूप से सामने आने की क्रिया या भाव।

कवि कविता के माध्यम से अपने विचारों की अभिव्यक्ति करता है।
अभिव्यंजन, अभिव्यंजना, अभिव्यक्ति, अभिव्यञ्जन, अभिव्यञ्जना, आस्फोटन, इजहार, इज़हार, उगहन, प्रकटन, प्रगटन, व्यंजना, व्यञ्जना

The communication (in speech or writing) of your beliefs or opinions.

Expressions of good will.
He helped me find verbal expression for my ideas.
The idea was immediate but the verbalism took hours.
expression, verbal expression, verbalism

ଅର୍ଥ : ଶବ୍ଦର ଯେଉଁ ଶକ୍ତିଦ୍ୱାରା ବାଚ୍ୟାର୍ଥ ଓ ଲକ୍ଷାର୍ଥ ବ୍ୟତୀତ କିଛି ବିଶେଷ ଅର୍ଥ ପରିପ୍ରକାଶ ହୁଏ

ଉଦାହରଣ : ବ୍ୟଞ୍ଜନା କାରଣରୁ ସକାଳ ହୋଇଗଲାରେ ଭିନ୍ନଭିନ୍ନ ଲୋକେ ଭିନ୍ନଭିନ୍ନ ଅର୍ଥ ନିର୍ଣ୍ଣୟ କରନ୍ତି

ସମକକ୍ଷ : ବ୍ୟଂଜନା

शब्द की वह शक्ति जिससे वाच्यार्थ और लक्ष्यार्थ के सिवा कुछ विशेष अर्थ निकलते हैं।

व्यंजना के कारण सवेरा हो गया से अलग-अलग लोग अलग-अलग अर्थ निकालते हैं।
व्यंजना, व्यञ्जना

A word or phrase that particular people use in particular situations.

Pardon the expression.
expression, locution, saying