ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଷି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଷି   ବିଶେଷ୍ୟ

ଅର୍ଥ : ଯେଉଁ ଫୁଲରେ କଢ଼ ରୂପରେ ଫଳର ମୂଳ ରୂପ ମଧ୍ୟ ଥାଏ

ଉଦାହରଣ : ପିଲାଟି କାକୁଡ଼ିର କଷି ଭାଙ୍ଗିଦେଲା

वह फूल जिसमें कली के रूप में फल का मूल रूप भी हो।

बच्चे ने खीरे की जई तोड़ दी।
जई

Reproductive organ of angiosperm plants especially one having showy or colorful parts.

bloom, blossom, flower

ଅର୍ଥ : ନୂଆ ପ୍ରସବ କରିଥିବା ଗାଈ

ଉଦାହରଣ : ନିଜ ଛୋଟ ପିଲାକୁ ଦୁଧ ପିଆଇବାପାଇଁ ଗୋପାଳ ଗୋଟିଏ ପୋରୁହାଁ ଗାଈ କିଣିଛି

ସମକକ୍ଷ : କଅଁଳ, ପୋରୁହାଁ

नई ब्याई गाय।

गोपाल ने अपने छोटे बच्चे को दूध पिलाने के लिए एक लवाई खरीदी।
लवाई, लुनाई

Female of domestic cattle:.

`moo-cow' is a child's term.
cow, moo-cow

ଅର୍ଥ : ଅଳ୍ପ ଦିନିଆ ଛୋଟ ଫଳ କମଦିନର ଧରିଥିବା ଛୋଟଫଳ

ଉଦାହରଣ : ଲାଉରେ କଷି ଧରିବା ଆରମ୍ଭ ହୋଇଗଲାଣି

थोड़े दिनों का लगा हुआ कच्चा छोटा फल।

लौकी में बतिया लगना शुरु हो गया है।
बतिया