ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେଡ଼ିବା   କ୍ରିୟାପଦ

ଅର୍ଥ : ପେଡ଼ିବା କାମ କରିବା

ଉଦାହରଣ : ସେ ଘଣାରେ ରାଶି ପେଡ଼ୁଛି

ସମକକ୍ଷ : ପେଷିବା

पेरने का काम कराना।

वह कोल्हू से घानी में ही तिल पेराता है।
पिराना, पेराना

ଅର୍ଥ : ଦୁଇଟି ଭାରି ଓ ଟାଣ ବସ୍ତୁର ମଝିରେ କୌଣସି ତୃତୀୟ ବସ୍ତୁକୁ ରଖି ଏପରି ଦେବେଇବା ଯେପରିକି ତାହାର ରସ ବାହାରି ଯିବ

ଉଦାହରଣ : ଆଖୁରୁ ରସ ବାହାର କରିବାପାଇଁ ତାକୁ ପେଡ଼ାଯାଏ

दो भारी और कड़ी वस्तुओं के बीच में किसी तीसरी वस्तु को डालकर इस प्रकार दबाना कि उसका रस निकल आये।

गन्ने का रस निकालने के लिए उसे पेरते हैं।
पेरना

To compress with violence, out of natural shape or condition.

Crush an aluminum can.
Squeeze a lemon.
crush, mash, squash, squeeze, squelch