ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେଷିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେଷିବା   କ୍ରିୟାପଦ

ଅର୍ଥ : ପେଷିବା କାର୍ଯ୍ୟ କରିବା

ଉଦାହରଣ : ମଟର ପେଷା ଗଲା

ସମକକ୍ଷ : ଦଳିବା

दलने का काम होना।

मटर दला गया।
दलाना

ଅର୍ଥ : ଚକିରେ ରଖି ପେଷିବା

ଉଦାହରଣ : ତୁମେ ଏକ ଘଣ୍ଟାରେ କେତେ ଦାନା ଚୂରିପାରିବ?

ସମକକ୍ଷ : ଗୁଣ୍ଡକରିବା, ଚୂନାକରିବା, ଚୂରିବା, ଚୂର୍ଣ୍ଣକରିବା

जाँता में डालकर पीसना।

तुम एक घंटे में कितना अनाज जाँतती हो?
जाँतना, जांतना, जातना

Reduce to small pieces or particles by pounding or abrading.

Grind the spices in a mortar.
Mash the garlic.
bray, comminute, crunch, grind, mash

ଅର୍ଥ : କୌଣସି ବସ୍ତୁକୁ ରଗଡ଼ିକରି ଚୂନା କରିବା

ଉଦାହରଣ : ସେ ଗହମ ପେଷୁଛି

ସମକକ୍ଷ : ଚୂନା କରିବା

किसी वस्तु को रगड़कर चूर्ण के रूप में करना।

वह गेहूँ पीस रहा है।
पीसना

Make into a powder by breaking up or cause to become dust.

Pulverize the grains.
powder, powderise, powderize, pulverise, pulverize

ଅର୍ଥ : ଅଟାକଳରେ ପେଷାଯିବା

ଉଦାହରଣ : ଗହମ ପେଷାଯାଇଛି

ସମକକ୍ଷ : ଗୁଣ୍ଡକରିବା, ଚୂନାକରିବା, ଚୂରିବା, ଚୂର୍ଣ୍ଣକରିବା

जाँते में पिसा जाना।

गेहूँ जँता गया है।
जँताना, जंताना, जताना

ଅର୍ଥ : ଚୂନା କରିବା ବା ଖଣ୍ଡଖଣ୍ଡ କରିବା

ଉଦାହରଣ : ହାଲୁଆ ଦୋକାନୀ ସେଓ ଚୂରୁଛି

ସମକକ୍ଷ : ଖଣ୍ଡଖଣ୍ଡ କରିବା, ଗୁଣ୍ଡ କରିବା, ଚୂନା କରିବା, ଚୂରିବା

चूर करना या टुकड़े-टुकड़े करना।

हलवाई सेव चूर रहा है।
चुरचुराना, चूरना

Break or fall apart into fragments.

The cookies crumbled.
The Sphinx is crumbling.
crumble, fall apart

ଅର୍ଥ : ପେଡ଼ିବା କାମ କରିବା

ଉଦାହରଣ : ସେ ଘଣାରେ ରାଶି ପେଡ଼ୁଛି

ସମକକ୍ଷ : ପେଡ଼ିବା

पेरने का काम कराना।

वह कोल्हू से घानी में ही तिल पेराता है।
पिराना, पेराना