ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେଡ଼ାଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେଡ଼ାଳି   ବିଶେଷ୍ୟ

ଅର୍ଥ : ଘଣାରେ ତିଳ,ଆଖୁ ଆଦି ପେଡ଼ୁଥିବା ବ୍ୟକ୍ତି

ଉଦାହରଣ : ପେଡ଼ାଳି ଘଣାରେ ସୋରିଷ ଢାଳୁଛି

ସମକକ୍ଷ : ପେଡ଼ିବାବାଲା

कोल्हू में तिल, गन्ना आदि पेरने वाला व्यक्ति।

पेरैया कोल्हू में सरसों डाल रहा है।
पेरैया

ଅର୍ଥ : ପେଡ଼ିବା ପାଇଁ ଘଣାରେ ଆଖୁ ପୂରାଇବା ବ୍ୟକ୍ତି

ଉଦାହରଣ : ଘଣା ପାଖରେ ଆଖୁପେଡ଼ାଳି ବସିଛି

ସମକକ୍ଷ : ଆଖୁପେଡ଼ାଳି

पेरने के लिए कोल्हू में गन्ना लगानेवाला।

पैंड़िया कोल्हू के पास बैठा हुआ है।
पैंड़िया, पैड़िया