ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂର୍ଣ୍ଣଚ୍ଛେଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂର୍ଣ୍ଣଚ୍ଛେଦ   ବିଶେଷ୍ୟ

ଅର୍ଥ : ଲେଖାଆଦିରେ ସେହି ବିରାମ ଚିହ୍ନ ଯାହା କୌଣସି ବାକ୍ୟର ସମାପ୍ତିରେ ତା’ ଶେଷରେ ଲଗାଯାଇଥାଏ

ଉଦାହରଣ : ଆଜିକାଲି ହିନ୍ଦୀ ଲେଖାରେ ପୂର୍ଣ୍ଣଚ୍ଛେଦ (୤) ଜାଗାରେ ବିନ୍ଦୁ(.) ଲଗାଯାଉଛି

ସମକକ୍ଷ : ପୂର୍ଣ୍ଣଚ୍ଛେଦ ଚିହ୍ନ, ପୂର୍ଣ୍ଣବିରାମ, ପୂର୍ଣ୍ଣବିରାମ ଚିହ୍ନ

लेखों आदि में वह विराम चिह्न जो किसी वाक्य की समाप्ति पर उसके अंत में लगाया जाता है।

आज-कल हिन्दी-लेखन में पूर्ण विराम (।) की जगह बिन्दी(
पाई, पूर्ण विराम, पूर्ण विराम चिह्न, पूर्णविराम, पूर्णविराम चिह्न

A punctuation mark (.) placed at the end of a declarative sentence to indicate a full stop or after abbreviations.

In England they call a period a stop.
full point, full stop, period, point, stop