ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂଜିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂଜିବା   ବିଶେଷ୍ୟ

ଅର୍ଥ : ପୂଜା କରିବାର କ୍ରିୟା ବା ଭାବ

ଉଦାହରଣ : ସେ ମନ୍ଦିରରେ ପୂଜିବା ପରେ ପୂଜାରୀଙ୍କୁ କିଛି ଦକ୍ଷିଣା ଦେଉଛି

ସମକକ୍ଷ : ପୂଜା

पूजने की क्रिया या भाव।

वह मंदिर में पुजाई के बाद पुजारी को कुछ दक्षिणा दे रहा है।
पुजाई, पूजना

The activity of worshipping.

worship

ପୂଜିବା   କ୍ରିୟାପଦ

ଅର୍ଥ : ପୂଜା କରାଯିବା

ଉଦାହରଣ : ଶ୍ରାବଣ ମାସରେ ଭଗବାନ ଶଙ୍କରଙ୍କୁ ବହୁତ ପୂଜା କରାଯାଏ

ସମକକ୍ଷ : ପୂଜାର୍ଚ୍ଚନା କରିବା

पूजा जाना।

सावन में शंकर भगवान खूब पुजते हैं।
पुजना

ଅର୍ଥ : ଭକ୍ତି ଅଥବା ଶ୍ରଦ୍ଧା ସହିତ କାହାକୁ ସେବା କରିବା

ଉଦାହରଣ : ମୁଁ ମୋ ଗୁରୁଜୀଙ୍କୁ ପୂଜାକରେ

भक्ति अथवा श्रद्धा सहित किसी की सेवा करना।

मैं अपने गुरुजी को पूजती हूँ।
पूजना

Attend religious services.

They worship in the traditional manner.
worship