ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଷ୍ପିତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଷ୍ପିତ କରିବା   କ୍ରିୟାପଦ

ଅର୍ଥ : ଫୁଲରୂପରେ ବିକଶିତ କରିବା ବା ଫୁଲ ଫୁଟିବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ସୂର୍ଯ୍ୟଙ୍କ କିରଣ ଅନେକ ଫୁଲ ଫୁଟାଏ

ସମକକ୍ଷ : ପ୍ରସ୍ଫୁଟିତ କରିବା, ଫୁଟାଇବା

पुष्प के रूप में विकसित करना या पुष्पों को खिलने में प्रवृत्त करना।

सूर्य की किरणें कुछ फूलों को खिलाती हैं।
खिलाना, पुष्पित करना, फुलाना

ଅର୍ଥ : କୌଣସି ବୃକ୍ଷଲତାକୁ ଫୁଲଯୁକ୍ତ କରିବା ବା ଯେପରି କଲେ ସେଥିରେ ଫୁଲ ଆସିବ

ଉଦାହରଣ : ବସନ୍ତ ଋତୁ କିଛି ବୃକ୍ଷଲତାକୁ ପୁଷ୍ପିତ କରେ୤

ସମକକ୍ଷ : ପୁଷ୍ପବିମଣ୍ଡିତ କରିବା

किसी वनस्पति को फूलों से युक्त करना या ऐसा करना कि उसमें फूल आ जाएँ।

वसंत कुछ वनस्पतियों को खिला देता है।
खिलाना, पुष्पित करना, फुलाना