ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁରୁରବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁରୁରବା   ବିଶେଷ୍ୟ

ଅର୍ଥ : ଜଣେ ଦେବତା

ଉଦାହରଣ : ପାର୍ବଣ ଶ୍ରାଦ୍ଧରେ ପୁରୁରବା ପୂଜା ପାଆନ୍ତି

एक देवता।

पुरूरवा पार्वण श्राद्ध में पूजे जाते हैं।
पुरूरवा

A deity worshipped by the Hindus.

hindu deity

ଅର୍ଥ : ଜଣେ ଦେବତା

ଉଦାହରଣ : ନାନ୍ଦୀମୁଖ ଶ୍ରାଦ୍ଧରେ ପୁରୁରବାଙ୍କ ପୂଜା ହୁଏ

ସମକକ୍ଷ : ବିଶ୍ବଦେବ

एक देवता।

विश्वदेव की पूजा नांदीमुख श्राद्ध में होती है।
पुरूरवा, विश्वदेव

A deity worshipped by the Hindus.

hindu deity

ଅର୍ଥ : ଚନ୍ଦ୍ରବଂଶର ପ୍ରତିଷ୍ଠାତା ଜଣେ ପ୍ରାଚୀନ ରାଜା

ଉଦାହରଣ : ରାଜା ପୁରୁରବା ଏବଂ ଇନ୍ଦ୍ରଙ୍କ ଅପ୍ସରା ଉର୍ବଶୀଙ୍କ ପ୍ରେମ କାହାଣୀ ପ୍ରସିଦ୍ଧ

एक प्राचीन राजा जो चंद्रवंश के प्रतिष्ठाता थे।

राजा पुरूरवा और इंद्र की अप्सरा उर्वशी की प्रेम-कथा प्रसिद्ध है।
पुरूरवा

A prince or king in India.

raja, rajah