ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାରିତୋଷିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାରିତୋଷିକ   ବିଶେଷ୍ୟ

ଅର୍ଥ : କୌଣସି ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାମ ବଦଳରେ ତାଙ୍କୁ ସମ୍ମାନପୂର୍ବକ ପାରିଶ୍ରମିକ ରୂପରେ ଦିଆଯାଉଥିବା ଧନ

ଉଦାହରଣ : କାହାର ସାକ୍ଷାତାକାର ନେଲାପରେ ତାଙ୍କୁ ପାଞ୍ଚଶହ ଟଙ୍କା ପାରିତୋଷିକ ମିଳିଥାଏ

ସମକକ୍ଷ : ମାନଦେୟ

किसी व्यक्ति द्वारा किए गए कार्य के बदले में उसे सम्मानपूर्वक पारिश्रमिक के रूप में दिया जानेवाला धन।

किसी का साक्षात्कार लेने जाने पर उन्हें पाँच सौ रुपये मानदेय मिलता है।
मानदेय

A fee paid for a nominally free service.

honorarium

ଅର୍ଥ : କାହାରି ଉପରେ ଖୁସି ହୋଇ ଦିଆଯାଉଥିବା ବସ୍ତୁ ବା ଦ୍ରବ୍ୟ

ଉଦାହରଣ : ନର୍ତ୍ତକୀ ମାଗିଥିବା ବକସିସ୍‌ ରାଜା ପ୍ରଦାନ କଲେ

ସମକକ୍ଷ : ପୁରସ୍କାର, ବକସିସ୍‌

वह वस्तु या द्रव्य जो किसी को खुश होकर दिया जाए।

राजा ने नर्तकी को मुँहमाँगी बख़्शीश दी।
इनाम, पारितोषिक, पुरस्कार, बकसीस, बख़्शीश, बख्शीश