ଅର୍ଥ : ପେଷା କରାଯାଇଥିବା ବସ୍ତୁକୁ ଆଉଥରେ ପେଷିବା କ୍ରିୟା
ଉଦାହରଣ :
ଶୀଲା ମସଲାର ପିଷ୍ଟ-ପେଷଣ କରୁଛି
ଅର୍ଥ : ଠିକ ଭାବରେ କରାଯାଇଥିବା କାର୍ଯ୍ୟକୁ ପୁଣି ସେହି ଭଳି ଭାବରେ ଆଉଥରେ କରିବାପାଇଁ ବ୍ୟର୍ଥ ପରିଶ୍ରମ କରିବାର କ୍ରିୟା
ଉଦାହରଣ :
ବେଳେବେଳେ ସମାଚାର ଚାନେଲବାଲା କେତେକ ସମାଚାରର ପିଷ୍ଟ-ପେଷଣ କରି ତାକୁ ଉତ୍କର୍ଷ କରିଥାନ୍ତି
ସମକକ୍ଷ : ଫେଣେଇବା