ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିତ୍ତରୁଦ୍ଧ କାମଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : କୌଣସି ଅବରୋଧ ବା ଯକୃତ କୋଶିକାଗୁଡ଼ିକରେ ପରିବର୍ତ୍ତନ ହେବାଯୋଗୁଁ ପିତ୍ତ ତା ଜାଗାରେ ନ ପହଞ୍ଚିଲେ ଉତ୍ପନ୍ନ ହେଉଥିବା କାମଳରୋଗ

ଉଦାହରଣ : ଚିକିତ୍ସକଙ୍କ ଅନୁସାରେ ମୋହନକୁ ପିତ୍ତରୁଦ୍ଧ କାମଳ ହୋଇଛି

ସମକକ୍ଷ : ପିତ୍ତପାଂଡୁ, ପିତ୍ତପାଣ୍ଡୁ

किसी अवरोध या यकृत कोशिकाओं में परिवर्तन होने के कारण पित्त का अपनी जगह न पहुँचने पर उत्पन्न कामला।

चिकित्सक के अनुसार मोहन को पित्तरुद्ध कामला हो गया है।
पित्तपांडु, पित्तपाण्डु, पित्तरुद्ध कमल, पित्तरुद्ध कामला