ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିତ୍ତପାଂଡୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିତ୍ତପାଂଡୁ   ବିଶେଷ୍ୟ

ଅର୍ଥ : କୌଣସି ଅବରୋଧ ବା ଯକୃତ କୋଶିକାଗୁଡ଼ିକରେ ପରିବର୍ତ୍ତନ ହେବାଯୋଗୁଁ ପିତ୍ତ ତା ଜାଗାରେ ନ ପହଞ୍ଚିଲେ ଉତ୍ପନ୍ନ ହେଉଥିବା କାମଳରୋଗ

ଉଦାହରଣ : ଚିକିତ୍ସକଙ୍କ ଅନୁସାରେ ମୋହନକୁ ପିତ୍ତରୁଦ୍ଧ କାମଳ ହୋଇଛି

ସମକକ୍ଷ : ପିତ୍ତପାଣ୍ଡୁ, ପିତ୍ତରୁଦ୍ଧ କାମଳ

किसी अवरोध या यकृत कोशिकाओं में परिवर्तन होने के कारण पित्त का अपनी जगह न पहुँचने पर उत्पन्न कामला।

चिकित्सक के अनुसार मोहन को पित्तरुद्ध कामला हो गया है।
पित्तपांडु, पित्तपाण्डु, पित्तरुद्ध कमल, पित्तरुद्ध कामला