ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନଳ ଆକାରର ଏକ ଉପକରଣ ଯାହା ସାହାଯ୍ୟରେ ତରଳ ପଦାର୍ଥକୁ ଭିତକୁ ଟାଣିନେଇ ପୁନଶ୍ଚ ଛିଞ୍ଚାଡ଼ିକରି ବାହାରକୁ ଜୋରରେ ଫିଙ୍ଗାଯାଏ
ଉଦାହରଣ : ହୋଲି ଦିନ ପିଲାମାନେ ପିଚକାରୀରେ ରଙ୍ଗ ଭର୍ତ୍ତିକରି ଜଣେ ଅନ୍ୟ ଉପରକୁ ଫିଙ୍ଗନ୍ତି
ସମକକ୍ଷ : ପିଚକାରୀ
नली के आकार का एक उपकरण जिससे तरल पदार्थ अंदर खींचकर फिर फुहार के रूप में या तेजी के साथ बाहर फेंके जाते हैं।
An applicator resembling a gun for applying liquid substances (as paint) in the form of a spray.
ସଂସ୍ଥାପନ କରନ୍ତୁ