ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିଚକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିଚକାରୀ   ବିଶେଷ୍ୟ

ଅର୍ଥ : ନଳ ଆକାରର ଏକ ଉପକରଣ ଯାହା ସାହାଯ୍ୟରେ ତରଳ ପଦାର୍ଥକୁ ଭିତକୁ ଟାଣିନେଇ ପୁନଶ୍ଚ ଛିଞ୍ଚାଡ଼ିକରି ବାହାରକୁ ଜୋରରେ ଫିଙ୍ଗାଯାଏ

ଉଦାହରଣ : ହୋଲି ଦିନ ପିଲାମାନେ ପିଚକାରୀରେ ରଙ୍ଗ ଭର୍ତ୍ତିକରି ଜଣେ ଅନ୍ୟ ଉପରକୁ ଫିଙ୍ଗନ୍ତି

ସମକକ୍ଷ : ପିଚିକାଳୀ

नली के आकार का एक उपकरण जिससे तरल पदार्थ अंदर खींचकर फिर फुहार के रूप में या तेजी के साथ बाहर फेंके जाते हैं।

होली के दिन बच्चे पिचकारी में रंग भर-भरकर एक दूसरे के ऊपर डालते हैं।
पचूका, पिचकारी, पिचकी, वस्ति

An applicator resembling a gun for applying liquid substances (as paint) in the form of a spray.

spray gun

ଅର୍ଥ : ଲାଖ ବା କାଚରେ ତିଆରି ହୋଇଥିବା ଏକ ପୋଲା ଗୋଲାକାର ବସ୍ତୁ ଯେଉଁଥିରେ ଅବିର ବା ଫଗୁ ଭର୍ତ୍ତିକରି ଜଣେ ଅନ୍ୟ ଜଣଙ୍କ ଉପରକୁ ଫୋପାଡ଼େ

ଉଦାହରଣ : ପିଲାମାନେ ପିଚକାରୀ ନେଇ ହୋଲି ଖେଳିବାକୁ ବାହାରି ପଡ଼ିଲେ

लाख या काँच का बना वह पोला गोला जिसमें अबीर या गुलाल भर कर एक दूसरे पर फेंकते हैं।

बच्चे कुमकुमा ले कर होली खेलने निकल पड़े।
कुमकुमा