ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିଆଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିଆଜ   ବିଶେଷ୍ୟ

ଅର୍ଥ : ଗୋଲ ଗଣ୍ଠି ଆକାରର ଏକ କନ୍ଦ ଯାହାର ଗନ୍ଧ ଉଗ୍ର

ଉଦାହରଣ : ପିଆଜ ଶରୀରକୁ ଥଣ୍ଡା ରଖେ

ସମକକ୍ଷ : ତୀକ୍ଷ୍‌ଣକନ୍ଦ, ପଲାଣ୍ଡୁ

ଅର୍ଥ : ଯେଉଁ ଉଦ୍ଭିଦର କନ୍ଦ ଓ ତାର ସବୁଜ ପତ୍ର ପରିବା ପରି ଖିଆଯାଏ

ଉଦାହରଣ : ତାଙ୍କ କ୍ଷେତରେ ଅନେକ ପିଆଜ ଲାଗିଛି

एक पौधा जिसका कंद और इसके हरे पौधे तरकारी के रूप में खाये जाते हैं।

उसने खेत में से एक हरा प्याज उखाड़ा।
पलांडु, पलाण्डु, प्याज, प्याज़, बहुपत्र, मुकंद, मुकंदक, मुकन्द, मुकन्दक, यवनेष्ट, यवफल, रक्तकंद, रक्तकन्द, रोचन, विश्वगंध, विश्वगन्ध, सुकंदक, सुकन्दक, सुकुंदक, सुकुन्दक

Bulbous plant having hollow leaves cultivated worldwide for its rounded edible bulb.

allium cepa, onion, onion plant