ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଡ଼   ବିଶେଷ୍ୟ

ଅର୍ଥ : ଶାଢ଼ୀ, ଧୋତି ଆଦିର ଧଡ଼ି ଯାହା ଲମ୍ବରେ ଓ ଅନ୍ୟ ରଙ୍ଗର ସୁତାରେ ବୁଣା ହୋଇଥାଏ

ଉଦାହରଣ : ସେ ଧୋତିର ଧଡ଼ି ଚିରି ବାହାର କରିଦେଲେ

ସମକକ୍ଷ : ଧଡ଼ି

साड़ी, धोती आदि का किनारा जो लंबाई के बल में प्रायः अलग रंगों से बुना होता है।

उसने धोती की किनारी को फाड़कर निकाल दिया।
आँवठ, किनारी, पाड़

A strip forming the outer edge of something.

The rug had a wide blue border.
border

ଅର୍ଥ : ମଳ ଦ୍ୱାରରୁ ବାହାରୁଥିବା ବାୟୁ

ଉଦାହରଣ : ନଚାହିଁଲେ ମଧ୍ୟ ଅପାନବାୟୁ ବାହାରିଯାଏ

ସମକକ୍ଷ : ଅଧୋବାୟୁ, ଅପାନବାୟୁ

गुदा से निकलने वाली वायु।

न चाहते हुए भी अपान वायु निकल ही जाती है।
अधोवायु, अपान, अपान वायु, अपानवायु, गैस, पाद

A reflex that expels intestinal gas through the anus.

breaking wind, fart, farting, flatus, wind