ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାସଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାସଙ୍ଗ   ବିଶେଷ୍ୟ

ଅର୍ଥ : ଆପେକ୍ଷିକ ତଉଲ ବା ଭାର ଠିକ କରିବା ବା ହେବା କ୍ରିୟା

ଉଦାହରଣ : ବଣିଆ ପାଉଁଜି ତଉଲିବା ପାଇଁ ନିକିତିର ପଲାକୁ ପାସଙ୍ଗ କଲା

ସମକକ୍ଷ : ଭାରସାମ୍ୟ, ସନ୍ତୁଳନ

आपेक्षिक तौल या भार बराबर या ठीक करने या होने की क्रिया।

सोनार ने पायल तौलने के लिए तुला का बाट से संतुलन किया।
संतुलन

The act of making equal or uniform.

equalisation, equalization, leveling

ଅର୍ଥ : ତରାଜୁର ଦଣ୍ଡୀ ବା ଓଜନକୁ ସମାନ କରିବା ନିମନ୍ତେ ଉଠି ପଡ଼ୁଥିବା ପଲା ଉପରେ ରଖା ଯାଉଥିବା କୌଣସି ଓଜନିଆ ପଦାର୍ଥ

ଉଦାହରଣ : ଦୋକାନୀ ଜିନିଷ ଓଜନ କରିବା ସମୟରେ ପାସଙ୍ଗ ପକାଇ ନଥିଲା

तराज़ू की डंडी या तौल बराबर करने के लिए उठे हुए पलड़े पर रखा हुआ कोई बोझ।

दुकानदार ने सामान तौलते समय पासंग हटा दिया था।
पसंगा, पसंघा, पासंग, पासंघ

ଅର୍ଥ : ଲକ୍ଷଣାର୍ଥଦ୍ୱାରା କାହାରି ଯୋଗ୍ୟତାର ତୁଳନାରେ ବହୁତ କମ ହେବାର ଅବସ୍ଥା ବା ଭାବ

ଉଦାହରଣ : ଆଜିପର୍ଯ୍ୟନ୍ତ ମୁଁ ଯେତେସବୁ ମନ୍ଦିର ଦେଖିଛି କୌଣସି ମନ୍ଦିର ଏହି ମନ୍ଦିରର ପାସଙ୍ଗରେ ଆସିବ ନାହିଁ

ସମକକ୍ଷ : ତୁଲ୍ୟ, ସମାନ, ସାଦୃଶ୍ୟ

लक्ष्यार्थ से किसी की योग्यता की तुलना में बहुत कम होने की अवस्था या भाव।

आजतक मैंने जितने मंदिर देखे वे सभी मंदिर इस मंदिर के पासंग भी नहीं हैं।
पसंगा, पसंघा, पासंग, पासंघ