ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାରସାମ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାରସାମ୍ୟ   ବିଶେଷ୍ୟ

ଅର୍ଥ : ଦୁଇ ପକ୍ଷ ମଧ୍ୟରେ ବରାବର ରଖିବାର ବା ହେବା ଅବସ୍ଥା

ଉଦାହରଣ : ଆମକୁ ବିପରୀତ ପରିସ୍ଥିତିରେ ବି ନିଜର ଭାରସାମ୍ୟ ହରେଇବା ଠିକ ନୁହେଁ

ସମକକ୍ଷ : ସନ୍ତୁଳନ

दो पक्षों का बल बराबर रखने अथवा होने की अवस्था।

हमें विपरीत परिस्थितियों में भी अपना संतुलन नहीं खोना चाहिए।
संतुलन

A state of equilibrium.

balance

ଅର୍ଥ : ଆପେକ୍ଷିକ ତଉଲ ବା ଭାର ଠିକ କରିବା ବା ହେବା କ୍ରିୟା

ଉଦାହରଣ : ବଣିଆ ପାଉଁଜି ତଉଲିବା ପାଇଁ ନିକିତିର ପଲାକୁ ପାସଙ୍ଗ କଲା

ସମକକ୍ଷ : ପାସଙ୍ଗ, ସନ୍ତୁଳନ

आपेक्षिक तौल या भार बराबर या ठीक करने या होने की क्रिया।

सोनार ने पायल तौलने के लिए तुला का बाट से संतुलन किया।
संतुलन

The act of making equal or uniform.

equalisation, equalization, leveling