ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାର୍ସଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାର୍ସଲ   ବିଶେଷ୍ୟ

ଅର୍ଥ : ଡାକ ଆଦି ଦ୍ବାରା କୌଣସି ସ୍ଥାନକୁ ପଠାଯାଇପାରୁଥିବା କୌଣସି ବସ୍ତୁ ବା ବସ୍ତୁସମୂହ ଯାହା ଗୋଟିଏ ବାକ୍ସ ବା କାଗଜ ଆଦିରେ ମିଶିକରି ରହିଥାନ୍ତି

ଉଦାହରଣ : ବାପାଙ୍କ ଦ୍ବାରା ପଠାଯାଇଥିବା ପାର୍ସଲ ମୋତେ ଆଜି ମିଳିଲା

वस्तु या वस्तुएँ आदि जो एक बाक्स आदि में या कागज आदि में एकसाथ रहती हैं और जिसे डाक आदि के द्वारा किसी और को भेजा जाता है।

पिताजी द्वारा भेजा पार्सल मुझे आज ही मिला।
पार्सल

A collection of things wrapped or boxed together.

bundle, package, packet, parcel