ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନଦେୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନଦେୟ   ବିଶେଷ୍ୟ

ଅର୍ଥ : କୌଣସି ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାମ ବଦଳରେ ତାଙ୍କୁ ସମ୍ମାନପୂର୍ବକ ପାରିଶ୍ରମିକ ରୂପରେ ଦିଆଯାଉଥିବା ଧନ

ଉଦାହରଣ : କାହାର ସାକ୍ଷାତାକାର ନେଲାପରେ ତାଙ୍କୁ ପାଞ୍ଚଶହ ଟଙ୍କା ପାରିତୋଷିକ ମିଳିଥାଏ

ସମକକ୍ଷ : ପାରିତୋଷିକ

किसी व्यक्ति द्वारा किए गए कार्य के बदले में उसे सम्मानपूर्वक पारिश्रमिक के रूप में दिया जानेवाला धन।

किसी का साक्षात्कार लेने जाने पर उन्हें पाँच सौ रुपये मानदेय मिलता है।
मानदेय

A fee paid for a nominally free service.

honorarium

ଅର୍ଥ : ପାରିଶ୍ରମିକ ଭାବେ କାହାକୁ ଆଦର ସହିତ ଦିଆ ଯାଉଥିବା ଧନ

ଉଦାହରଣ : ପରୀକ୍ଷକଙ୍କୁ ପାଞ୍ଚ ପାଞ୍ଚ ଶହ ଲେଖାଏଁ ମାନଦେୟ ଦିଆଗଲା

ସମକକ୍ଷ : ଅନରାରିଅମ

पारश्रमिक के रूप में किसी को आदर सहित दिया जाने वाला धन।

परीक्षकों को पाँच-पाँच सौ रुपए आनति दी गई।
आनति, ऑनरेरियम

A fee paid for a nominally free service.

honorarium