ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାରିଜାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାରିଜାତ   ବିଶେଷ୍ୟ

ଅର୍ଥ : ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ଗୋଟିଏ ବୃକ୍ଷ ଯାହା ଇନ୍ଦ୍ରଙ୍କ ନନ୍ଦନକାନନରେ ଲଗାଯାଇଛି ବୋଲି ବିଶ୍ୱାସ କରାଯାଏ

ଉଦାହରଣ : କୃଷ୍ଣ ପାରିଜାତ ବୃକ୍ଷକୁ ଇନ୍ଦ୍ରଙ୍କଠାରୁ ଛଡ଼ାଇଆଣି ନିଜ ପ୍ରିୟା ସତ୍ୟଭାମାଙ୍କ ବଗିଚାରେ ଲଗାଇଥିଲେ

ସମକକ୍ଷ : ପାରିଜାତ ବୃକ୍ଷ, ପାରିଜାତକ

समुद्र-मन्थन के समय निकला हुआ एक वृक्ष जो इन्द्र के नन्दनकानन में लगा हुआ माना जाता है।

पारिजात वृक्ष को कृष्ण ने इन्द्र से छीनकर अपनी प्रिया सत्यभामा के बाग में लगाया था।
द्रुम, द्रुमेश्वर, पारिजात, पारिजात वृक्ष, पारिजातक

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree