ଅର୍ଥ : ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ଗୋଟିଏ ବୃକ୍ଷ ଯାହା ଇନ୍ଦ୍ରଙ୍କ ନନ୍ଦନକାନନରେ ଲଗାଯାଇଛି ବୋଲି ବିଶ୍ୱାସ କରାଯାଏ
ଉଦାହରଣ :
କୃଷ୍ଣ ପାରିଜାତ ବୃକ୍ଷକୁ ଇନ୍ଦ୍ରଙ୍କଠାରୁ ଛଡ଼ାଇଆଣି ନିଜ ପ୍ରିୟା ସତ୍ୟଭାମାଙ୍କ ବଗିଚାରେ ଲଗାଇଥିଲେ
ସମକକ୍ଷ : ପାରିଜାତ, ପାରିଜାତ ବୃକ୍ଷ