ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ଗୋଟିଏ ବୃକ୍ଷ ଯାହା ଇନ୍ଦ୍ରଙ୍କ ନନ୍ଦନକାନନରେ ଲଗାଯାଇଛି ବୋଲି ବିଶ୍ୱାସ କରାଯାଏ
ଉଦାହରଣ : କୃଷ୍ଣ ପାରିଜାତ ବୃକ୍ଷକୁ ଇନ୍ଦ୍ରଙ୍କଠାରୁ ଛଡ଼ାଇଆଣି ନିଜ ପ୍ରିୟା ସତ୍ୟଭାମାଙ୍କ ବଗିଚାରେ ଲଗାଇଥିଲେ
ସମକକ୍ଷ : ପାରିଜାତ, ପାରିଜାତକ
समुद्र-मन्थन के समय निकला हुआ एक वृक्ष जो इन्द्र के नन्दनकानन में लगा हुआ माना जाता है।
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
ସଂସ୍ଥାପନ କରନ୍ତୁ