ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାନୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାନୀୟ   ବିଶେଷ୍ୟ

ଅର୍ଥ : ପିଇବା ନିମନ୍ତେ ଗୋଟିଏଥର ଦିଆଯାଉଥିବା ପାନୀୟ

ଉଦାହରଣ : ପରିବେଷଣକାରୀ ମୋ ଆଗରେ ଏକଗରମ ପାନୀୟ ରଖିଲା ସେ ଝାଇବା ଆଗରୁ ଏକ ଗରମ ପାନୀୟ ନେବାକୁ ପସନ୍ଦ କରେ

पीने के लिए एक बार में परोसा या दिया गया पेय।

बैरे ने एक गरम पेय लाकर मेरे सामने रख दिया।
वह खाने के पहले कोई भी एक गरम पेय लेना पसंद करता है।
पेय

A single serving of a beverage.

I asked for a hot drink.
Likes a drink before dinner.
drink

ପାନୀୟ   ବିଶେଷଣ

ଅର୍ଥ : ଯାହା ପିଇବା ଯୋଗ୍ୟ

ଉଦାହରଣ : ଉପହାର ଗୃହରେ ଅନେକ ପ୍ରକାର ପାନୀୟ ଦ୍ରବ୍ୟ ଅଛି

ସମକକ୍ଷ : ପେୟ

पीने योग्य।

उपहार-गृह में कई तरह के पेय पदार्थ उपलब्ध थे।
पेय

Suitable for drinking.

drinkable, potable