ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାନଡବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାନଡବା   ବିଶେଷ୍ୟ

ଅର୍ଥ : ସୁନା ବା ରୂପା ବାକ୍ସରେ ରଖାଯାଇଥିବା ପାନ ଖିଲ

ଉଦାହରଣ : ଭୋଜନ ପରେ କୁଣିଆମାନଙ୍କୁ ଖାଇବାକୁ ପାନଡବା ଦିଆଗଲା

सोने या चाँदी के वर्क में लपेटा हुआ पान का बीड़ा।

भोजन के बाद मेहमानों को खाने के लिए पखरौटा पेश किया गया।
पकरोटा, पखरौटा

ଅର୍ଥ : ଯେଉଁ ଡବାରେ ପାନ ଏବଂ ପାନରେ ଲଗାଯାଉଥିବା ଖଇର, ଚୂନ, ଗୁଆ ଆଦି ଜିନିଷ ରଖାଯାଏ

ଉଦାହରଣ : ଜେଜେ ପାନଡବା ଖୋଲିଲେ ଏବଂ ପାନ ଭାଙ୍ଗିଲେ

ସମକକ୍ଷ : ପାନଦାନୀ

वह डिब्बा जिसमें पान और पान पर लगाये जानेवाली कत्था,चूना,सुपारी आदि सामग्री रखी जाती है।

दादाजी ने पानदान खोला और पान बनाने लगे।
गिलौरदान, पनडब्बा, पानदान, पानदानी