ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଠ୍ୟଚର୍ଯ୍ୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଠ୍ୟଚର୍ଯ୍ୟା   ବିଶେଷ୍ୟ

ଅର୍ଥ : କୌଣସି ସଂସ୍ଥା ଦ୍ୱାରା ଦିଆଯାଉଥିବା ସବୁ ପରିକ୍ଷାର୍ଥୀଙ୍କ ପାଇଁ ନିର୍ଦ୍ଧାରିତ ପୁସ୍ତକଗୁଡିକର ବିବରଣଯୁକ୍ତ ନାମାବଳୀ

ଉଦାହରଣ : ଏପର୍ଯ୍ୟନ୍ତ ମୋତେ ଏମ.ଏ ହିନ୍ଦୀର ପାଠ୍ୟକ୍ରମର ସୂଚନା ମିଳିନାହିଁ

ସମକକ୍ଷ : ପାଠ୍ୟକ୍ରମ

किसी संस्था द्वारा ली जानेवाली सभी परीक्षाओं के लिए निर्धारित सभी पुस्तकों की विवरणयुक्त नामावली।

अभी तक मुझे एम ए हिंदी के पाठ्यक्रम का पता नहीं चला है।
पाठ्य-क्रम, पाठ्यक्रम, पाठ्यचर्या, सिलेबस

An integrated course of academic studies.

He was admitted to a new program at the university.
course of study, curriculum, program, programme, syllabus