ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଟିଘା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଟିଘା   ବିଶେଷ୍ୟ

ଅର୍ଥ : ପାଟିର ଏକ ପ୍ରକାର ରୋଗ

ଉଦାହରଣ : ମୋର ମୁହଁରେ ପାଟିଘା ହୋଇ ଯାଇଛି

मुख का एक प्रकार का रोग।

मेरे मुँह में अंछर हो गया है।
अंछर

ଅର୍ଥ : ପାଟି ଭିତରେ ହେଉଥିବା ଫୋଟକା

ଉଦାହରଣ : ତୁଣ୍ଡଘା କାରଣରୁ ମୋତେ କିଛି ଖାଇବାକୁ ଅସୁବିଧା ହେଉଛି

ସମକକ୍ଷ : ତୁଣ୍ଡଘା

मुँह के भीतरी भाग में होने वाले छाले।

निनाव के कारण मुझे कुछ खाने में परेशानी हो रही है।
निनाव, निनावाँ