ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଟଜମି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଟଜମି   ବିଶେଷ୍ୟ

ଅର୍ଥ : ଯେଉଁ ତଳୁଆ ଜମିରେ ପାଣି ଲଗାତର ରହେ ଓ ଯେଉଁଥିରେ କିଛି ଶାରଦ ଧାନ କ୍ଷେତଥାଏ

ଉଦାହରଣ : କୃଷକ ଠିଆହୋଇ ଗହୀରଜମିକୁ ଭଲକରି ଦେଖୁଛି

ସମକକ୍ଷ : ଗହୀରଜମି, ଯୋରଜମି

वह नीची भूमि का भाग जिसमें पानी लगता हो और जिसमें जड़हन के कई खेत हों।

किसान खड़े होकर डबरा की ओर निहार रहा था।
झाँवर, डबरा, डाबर, ढाबर

ଅର୍ଥ : ସମୁଦ୍ର ବା ନଦୀ କୂଳରେ ତିଆରି ହୋଇଥିବା ନୀଚ ଭୂମି

ଉଦାହରଣ : ପାଟଜମିରେ ଭଲ ଫସଲ ହୋଇଥାଏ

ସମକକ୍ଷ : କଚ୍ଛଜମି

समुद्र या नदी के किनारे की उपजाऊ नीची भूमि।

कछार में खेती अच्छी होती है।
अगाड़ा, कक्ष, कच्छ, कछार, तरी, दियारा