ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଗ   ବିଶେଷ୍ୟ

ଅର୍ଥ : ମୁଣ୍ଡରେ ଗୁଡ଼େଇହୋଇ ବନ୍ଧା ହୋଇଥିବା ଲମ୍ବା ଲୁଗା

ଉଦାହରଣ : ସେ ଖରାରେ କାମ କରିବା ସମୟରେ ମୁଣ୍ଡରେ ଠେକା ଭିଡ଼େ

ସମକକ୍ଷ : ଠେକା, ପଗଡ଼ି

सिर पर लपेटकर बाँधा जाने वाला लम्बा कपड़ा।

वह धूप में काम करते समय पगड़ी बाँध लेता है।
अगासी, ईंडवी, उष्णीष, पगड़ी, पग्गड़, पाग, मुरेठा, वेष्टक, वेष्टन, शुक, साफ़ा, साफा

Clothing for the head.

headdress, headgear

ଅର୍ଥ : ବିବାହ ସମୟରେ ବରକୁ ପିନ୍ଧା ଯାଉଥିବା ଏକ ପ୍ରକାରର ଶିରୋଭୂଷଣ

ଉଦାହରଣ : ବର ମୁଣ୍ଡରେ ଦୋଳ ମୁକୁଟ ଶୋଭା ପାଉଥିଲା

ସମକକ୍ଷ : ଦୋଳ ମୁକୁଟ

विवाह के समय वर को पहनाया जानेवाला एक प्रकार का शिरोभूषण।

दूल्हे के सिर पर मौर सुशोभित था।
मउर, मौर, सेहरा

ଅର୍ଥ : ବର୍ଷା,ବାୟୁର ଶୁଷ୍କତା ଓ ଆର୍ଦ୍ରତା ତଥା ପ୍ରବାହ ଆଦି ଦୃଷ୍ଟିକୋଣରୁ କୌଣସି ସ୍ଥାନର ବାତାବରଣ ବିଭିନ୍ନ ସମୟରେ ପରିବର୍ତ୍ତନ ହେବାର ଅବସ୍ଥା

ଉଦାହରଣ : ଆଜିର ପାଗ ଅତ୍ୟନ୍ତ ଆନନ୍ଦଦାୟକ

ସମକକ୍ଷ : ପାଣିପାଗ

वर्षा, वायु की ख़ुश्की और नमी तथा प्रवाह आदि के विचार से किसी स्थान के वातावरण की वह अवस्था जिसमें समय-समय पर परिवर्तन होते रहते हैं।

आज का मौसम बड़ा सुहावना है।
मौसम, मौसिम