ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୋଳ ମୁକୁଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୋଳ ମୁକୁଟ   ବିଶେଷ୍ୟ

ଅର୍ଥ : ବିବାହ ସମୟରେ ବରକୁ ପିନ୍ଧା ଯାଉଥିବା ଏକ ପ୍ରକାରର ଶିରୋଭୂଷଣ

ଉଦାହରଣ : ବର ମୁଣ୍ଡରେ ଦୋଳ ମୁକୁଟ ଶୋଭା ପାଉଥିଲା

ସମକକ୍ଷ : ପାଗ

विवाह के समय वर को पहनाया जानेवाला एक प्रकार का शिरोभूषण।

दूल्हे के सिर पर मौर सुशोभित था।
मउर, मौर, सेहरा