ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଶ୍ଚାତାପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଶ୍ଚାତାପ   ବିଶେଷ୍ୟ

ଅର୍ଥ : ନିଜ ଭୁଲ୍‌ ଅନୁଭୂତ ହେଲାପରେ ମନକୁ ଆସୁଥିବା ଖେଦ ବା ଗ୍ଲାନି

ଉଦାହରଣ : ମୋର ଅବଶୋଷ ହେଲା ଯେ ମୁଁ ବାପାଙ୍କ କଥା ମାନିଲି ନାହିଁ ସେ ନିଜ କର୍ମପାଇଁ ପଶ୍ଚାତାପ କରିବା ଉଚିତ୍‌

ସମକକ୍ଷ : ଅନୁତାପ, ଅନୁଶୋଚନା, ଅବଶୋଷ, ମନସ୍ତାପ

अपनी गलती का एहसास होने पर मन में होने वाला दुःख।

उसका अफ़सोस महज़ एक दिखावा था।
ऐसा करने पर पश्चात्ताप के अतिरिक्त कुछ प्राप्त नहीं होगा।
अनुताप, अनुशय, अनुशोक, अपतोस, अपसोस, अफसोस, अफ़सोस, अलम, खेद, ग्लानि, पछताव, पछतावा, पश्चाताप, पश्चात्ताप, मनस्ताप

A feeling of deep regret (usually for some misdeed).

compunction, remorse, self-reproach