ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଶମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଶମ   ବିଶେଷ୍ୟ

ଅର୍ଥ : ଭଲ ଓ କୋମଳ ଉଲ

ଉଦାହରଣ : ପଶମରେ ଚାଦର ଆଦି ତିଆରି ହୁଏ

बढ़िया और मुलायम ऊन।

पश्मीना से दुशाले आदि बनाए जाते हैं।
पशम, पशमीना, पश्म, पश्मीना, राँकव, रांकव

ଅର୍ଥ : ଏକ ପ୍ରକାର ଭଲ ନରମ ଉଲ

ଉଦାହରଣ : ପଶମରେ ଦେହଘୋଡ଼ାଇବା ଚାଦର ତିଆରି ହୁଏ

ପଶମ   ବିଶେଷଣ

ଅର୍ଥ : ପଶମରେ ବନାହୋଇଥିବା

ଉଦାହରଣ : ଥଣ୍ଡାରେ ପଶମ କପଡ଼ା ବହୁତ ଆରାମ ଦିଏ

ସମକକ୍ଷ : ଉଲ୍

ऊन का बना हुआ।

ठंड में ऊनी कपड़ों से बहुत राहत मिलती है।
आविक, ऊनी

Of or related to or made of wool.

A woolen sweater.
woolen, woollen