ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଲ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଲ୍   ବିଶେଷ୍ୟ

ଅର୍ଥ : ମେଣ୍ଢା ଲୋମରେ ତିଆରି ହେଉଥିବା ତନ୍ତୁ ଯେଉଁଥିରେ କମ୍ବଳ ଏବଂ ଅନ୍ୟାନ୍ୟ ଗରମ ପୋଷାକ ପ୍ରସ୍ତୁତ କରାଯାଏ

ଉଦାହରଣ : ସୀତା ସ୍ୱେଟର ବୁଣିବାପାଇଁ ଦୁଇଟି ଉଲ୍‌ ବଣ୍ଡଲ କିଣିଲା

भेड़ आदि के बाल से बने तंतु जिनसे कंबल और दूसरे गरम कपड़े आदि बनते हैं।

सीता ने स्वेटर बुनने के लिए दो गोले ऊन खरीदे।
अवि, ऊन

Fiber sheared from animals (such as sheep) and twisted into yarn for weaving.

wool

ଉଲ୍   ବିଶେଷଣ

ଅର୍ଥ : ପଶମରେ ବନାହୋଇଥିବା

ଉଦାହରଣ : ଥଣ୍ଡାରେ ପଶମ କପଡ଼ା ବହୁତ ଆରାମ ଦିଏ

ସମକକ୍ଷ : ପଶମ

ऊन का बना हुआ।

ठंड में ऊनी कपड़ों से बहुत राहत मिलती है।
आविक, ऊनी

Of or related to or made of wool.

A woolen sweater.
woolen, woollen