ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପର୍ଯ୍ୟଟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପର୍ଯ୍ୟଟନ   ବିଶେଷ୍ୟ

ଅର୍ଥ : ମନକୁ ଖୁସି କରିବା କିମ୍ବା ଅନ୍ୟ କୌଣସି କାରଣରୁ ପର୍ଯ୍ୟଟନ ସ୍ଥଳ ଇତ୍ୟାଦିରେ ବୁଲାବୁଲି କରିବାର କ୍ରିୟା

ଉଦାହରଣ : ଏହି ପର୍ଯ୍ୟଟନ ଦଳ ପୂରା ଭାରତ ପରିଭ୍ରମଣ କରି ଫେରୁଛନ୍ତି

ସମକକ୍ଷ : ପରିଭ୍ରମଣ

मन बहलाने या अन्य किसी कारण से पर्यटक-स्थलों आदि पर घूमने-फिरने की क्रिया।

यह पर्यटक दल पूरे भारत का पर्यटन करके लौट रहा है।
परिभ्रमण, पर्यटन, सैर, सैर सपाटा, सैर-सपाटा, सैरसपाटा

A journey or route all the way around a particular place or area.

They took an extended tour of Europe.
We took a quick circuit of the park.
A ten-day coach circuit of the island.
circuit, tour

ଅର୍ଥ : ଅର୍ଥ ବିନିମୟରେ ପର୍ଯ୍ୟଟକମାନଙ୍କୁ ବୁଲିବା, ଖାଇବା, ରହିବା, ଆଦି ସେବା ଯୋଗାଇଦେବାର ବ୍ୟବସ୍ଥା

ଉଦାହରଣ : ମହେଶ ପର୍ଯ୍ୟଟନରୁ ଭଲ ଆମଦାନୀ କରୁଛି ପୁରୀରେ ପର୍ୟଟନ ଏକ ପ୍ରମୁଖ ବ୍ୟବସାୟ

पैसा लेकर पर्यटकों को सेवाएँ प्रदान करने का काम या पर्यटकों के लिए घूमने, खाने, रहने आदि की व्यवस्था करने का काम।

महेश पर्यटन से अच्छा कमा लेता है।
बरमूडा में पर्यटन एक प्रमुख व्यवसाय है।
टूरिजम, टूरिज्म, पर्यटन

The business of providing services to tourists.

Tourism is a major business in Bermuda.
tourism, touristry