ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିଭ୍ରମଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିଭ୍ରମଣ   ବିଶେଷ୍ୟ

ଅର୍ଥ : ବିଜ୍ଞାନରେ ଅନ୍ୟ କୌଣସି ବସ୍ତୁକୁ କେନ୍ଦ୍ର ବିଚାରି କୌଣସି ଗୋଟିଏ ବସ୍ତୁର ତା ଚାରିପଟେ ବୁଲିବା ବା ଚକ୍କର କାଟିବାର କ୍ରିୟା

ଉଦାହରଣ : ପୃଥିବୀ ସୂର୍ଯ୍ୟଙ୍କୁ ଏବଂ ଚନ୍ଦ୍ର ପୃଥିବୀକୁ ପରିଭ୍ରମଣ କରିଥାଏ

विज्ञान में, किसी एक वस्तु का किसी दूसरी वस्तु को केन्द्र मानकर उसके चारों ओर घूमने या चक्कर लगाने की क्रिया।

पृथ्वी सूर्य का और चंद्रमा पृथ्वी का परिभ्रमण करता है।
परिभ्रमण

A single complete turn (axial or orbital).

The plane made three rotations before it crashed.
The revolution of the earth about the sun takes one year.
gyration, revolution, rotation

ଅର୍ଥ : ମନକୁ ଖୁସି କରିବା କିମ୍ବା ଅନ୍ୟ କୌଣସି କାରଣରୁ ପର୍ଯ୍ୟଟନ ସ୍ଥଳ ଇତ୍ୟାଦିରେ ବୁଲାବୁଲି କରିବାର କ୍ରିୟା

ଉଦାହରଣ : ଏହି ପର୍ଯ୍ୟଟନ ଦଳ ପୂରା ଭାରତ ପରିଭ୍ରମଣ କରି ଫେରୁଛନ୍ତି

ସମକକ୍ଷ : ପର୍ଯ୍ୟଟନ

मन बहलाने या अन्य किसी कारण से पर्यटक-स्थलों आदि पर घूमने-फिरने की क्रिया।

यह पर्यटक दल पूरे भारत का पर्यटन करके लौट रहा है।
परिभ्रमण, पर्यटन, सैर, सैर सपाटा, सैर-सपाटा, सैरसपाटा

A journey or route all the way around a particular place or area.

They took an extended tour of Europe.
We took a quick circuit of the park.
A ten-day coach circuit of the island.
circuit, tour