ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରୀବନ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରୀବନ୍ଦ   ବିଶେଷ୍ୟ

ଅର୍ଥ : ସ୍ତ୍ରୀମାନଙ୍କର ଏକ ଗହଣା

ଉଦାହରଣ : ପରୀବନ୍ଦ ମଣିବନ୍ଧରେ ପିନ୍ଧାଯାଏ

स्त्रियों का एक गहना।

परीबंद कलाई पर पहना जाता है।
परीबंद, परीबन्द

ଅର୍ଥ : ଘୁଙ୍ଗୁର ଲାଗିଥିବା ଏକ ଆଭୂଷଣ

ଉଦାହରଣ : ପରୀବନ୍ଦ ପିଲାମାନଙ୍କୁ ପିନ୍ଧାଯାଏ

ସମକକ୍ଷ : ପରୀବଂଦ

एक आभूषण जिसमें घुँघरू लगे रहते हैं।

परीबंद बच्चों को पहनाया जाता है।
परीबंद, परीबन्द