ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରୀକ୍ଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରୀକ୍ଷା   ବିଶେଷ୍ୟ

ଅର୍ଥ : ପରୀକ୍ଷା ନେବା, ପରଖିବା କିମ୍ବା ଯାଞ୍ଚ କରିବା କାମ

ଉଦାହରଣ : ଜଣେ ଜ୍ୟୋତିଷ ମୋର ଜନ୍ମକୁଣ୍ଡଳୀକୁ ପରୀକ୍ଷା କଲେ

ସମକକ୍ଷ : ଯାଞ୍ଚ

परीक्षा लेने, परखने या जाँच करने का काम।

एक ज्योतिषी ने मेरी जन्मकुंडली का परीक्षण किया।
टेस्ट, परीक्षण

The act of testing something.

In the experimental trials the amount of carbon was measured separately.
He called each flip of the coin a new trial.
run, test, trial

ଅର୍ଥ : କାହାର ଯୋଗ୍ୟତା ବା ଜ୍ଞାନକୁ ପରୀକ୍ଷା କରିବାପାଇଁ ତାକୁ ପ୍ରଶ୍ନ ପଚାରିବାର କ୍ରିୟା ଯାହକୁ ଆଧାରକରି ତାକୁ ଉତ୍ତୀର୍ଣ୍ଣ ବା ଅନୁତ୍ତୀର୍ଣ୍ଣ କରାଯାଏ

ଉଦାହରଣ : ରାମ ଦଶମ ଶ୍ରେଣୀ ପରୀକ୍ଷା ପାସ୍‌ କରିବାପାଇଁ ବହୁତ ପରିଶ୍ରମ କରୁଛି

किसी की योग्यता या ज्ञान को परखने के लिए उससे प्रश्न पूछने की क्रिया जिसके आधार पर उसको उत्तीर्ण या अनुत्तीर्ण किया जाता है।

राम दसवीं की परीक्षा पास करने के लिए जी तोड़ मेहनत कर रहा है।
इम्तहान, इम्तिहान, एग्ज़ाम, एग्जाम, परीक्षा

The act of giving students or candidates a test (as by questions) to determine what they know or have learned.

examination, testing

ଅର୍ଥ : କୌଣସି ରୋଗର କାରଣ ଜାଣିବା ପାଇଁ ଶାରିରୀକ ଦ୍ରବ୍ୟକୁ ପରୀକ୍ଷା କରିବାର ପ୍ରକ୍ରିୟା

ଉଦାହରଣ : ମୋତେ ରକ୍ତ ପରୀକ୍ଷା କରାଇବାକୁ ପଡ଼ିବ

ସମକକ୍ଷ : ପରୀକ୍ଷଣ, ଯାଞ୍ଚ

विशेषतः किसी रोग के कारण को जानने के लिए शारीरिक द्रव्यों को जाँचने की क्रिया।

मुझे अपने खून की जाँच करानी है।
चेकअप, जाँच, टेस्ट, परीक्षण

Examination of tissues or liquids from the living body to determine the existence or cause of a disease.

biopsy

ଅର୍ଥ : ଯୋଗ୍ୟତା, ବିଶେଷତା, ସାମର୍ଥ୍ୟ ଗୁଣଆଦି ଜାଣିବା ନିମନ୍ତେ ଭଲ ଭାବେ ଦେଖିବା ବା ପରଖିବା କ୍ରିୟା ବା ଭାବ

ଉଦାହରଣ : ସମର୍ଥ ଗୁରୁ ରାମଦାସ ଶିଷ୍ୟର ପରୀକ୍ଷା ନେବା ନିମନ୍ତେ ତାଙ୍କୁ ବାଘୁଣୀର ଦୁଧ ମାଗିଲେସେ ସବୁ ପରୀକ୍ଷାରେ ସଫଳତା ସହକାରେ ଉତ୍ତୀର୍ଣ୍ଣ ହେଲା

ସମକକ୍ଷ : ପରଖ, ଯାଞ୍ଚ

योग्यता, विशेषता, सामर्थ्य, गुण आदि जानने के लिए अच्छी तरह से देखने या परखने की क्रिया या भाव।

समर्थ गुरु रामदास ने शिष्यों की परीक्षा लेने के लिए उनसे शेरनी का दूध माँगा।
वह हर कसौटी पर खरा उतरा।
अजमाइश, आजमाइश, आज़माइश, कसौटी, जाँच, परख, परीक्षा, मानिटरिंग, मानीटरिंग, मॉनिटरिंग, मॉनीटरिंग

The act of giving students or candidates a test (as by questions) to determine what they know or have learned.

examination, testing

ଅର୍ଥ : କୌଣସି ବସ୍ତୁର ଗୁଣ,ଦୋଷଆଦି ଅନୁଭବ କରିବା ନିମନ୍ତେ ହେଉଥିବା ପ୍ରୟୋଗ

ଉଦାହରଣ : ଦଉଡ଼ି ଟଣା ବଳକଷା ପରୀକ୍ଷାର ଖେଳ

वह प्रयोग जो किसी वस्तु के गुण,दोष आदि का अनुभव करने के लिए हो।

रस्साकशी जोर आजमाइश का खेल है।
अजमाइश, अज़माइश, आजमाइश, आज़माइश

Trying something to find out about it.

A sample for ten days free trial.
A trial of progesterone failed to relieve the pain.
test, trial, trial run, tryout

ଅର୍ଥ : ସମ୍ବେଦନଶୀଳତା,ସ୍ମରଣଶକ୍ତି,ବୁଦ୍ଧି,ସ୍ୱାଭାବିକ ପ୍ରବୃତ୍ତି,ବ୍ୟକ୍ତିତ୍ୱ ଆଦି ମାପିବାର କୌଣସି ମାନକ ପ୍ରକ୍ରିୟା

ଉଦାହରଣ : ଏକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ମାନସିକ ପରୀକ୍ଷା କରାଯାଉଛି

ସମକକ୍ଷ : ମାନସିକ ପରୀକ୍ଷା

* संवेदनशीलता, स्मरणशक्ति, बुद्धि, रुझान, व्यक्तित्व आदि मापने की कोई भी मानक प्रक्रिया।

यह परीक्षण एक विद्यालय के सभी छात्रों पर किया जा रहा है।
टेस्ट, परीक्षण, मानसिक परीक्षण

Any standardized procedure for measuring sensitivity or memory or intelligence or aptitude or personality etc.

The test was standardized on a large sample of students.
mental test, mental testing, psychometric test, test

ଅର୍ଥ : ଚିକିତ୍ସକଙ୍କର ରୋଗୀକୁ ପରୀକ୍ଷା କରି ରୋଗର ଭଲମନ୍ଦ ଯାଞ୍ଚ କରିବା ପ୍ରକ୍ରିୟା

ଉଦାହରଣ : ଏହି ରୋଗୀକୁ ଜଣେ ବଡ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା କରାଇବା ଦରକାର

ସମକକ୍ଷ : ଡାକ୍ତରୀ ପରୀକ୍ଷା, ଯାଞ୍ଚ

चिकित्सक के द्वारा यह जाँचने की क्रिया कि किसी को कोई रोग है या नहीं और अगर है तो उसका कारण क्या है।

इस रोगी की जाँच एक बहुत बड़े चिकित्सक से करानी है।
जाँच, मानिटरिंग, मानीटरिंग, मॉनिटरिंग, मॉनीटरिंग

A thorough physical examination. Includes a variety of tests depending on the age and sex and health of the person.

checkup, health check, medical, medical checkup, medical exam, medical examination