ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିଶ୍ରମ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିଶ୍ରମ କରିବା   କ୍ରିୟାପଦ

ଅର୍ଥ : କୌଣସି କାମରେ ଲାଗି ରହିବା

ଉଦାହରଣ : ରାଜୀବ ନିଜର ଉନ୍ନତି ପାଇଁ ଦିନରାତି ପରିଶ୍ରମ କରୁଛି

ସମକକ୍ଷ : ଉଦ୍ୟମ କରିବା, କାମରେ ଲାଗି ରହିବା, ଶ୍ରମ କରିବା

किसी काम में लगे रहना।

राजीव आगे बढ़ने के लिए दिन-रात परिश्रम करता है।
उद्यम करना, परिश्रम करना, पसीना बहाना, मशक्कत करना, मेहनत करना, श्रम करना

Exert oneself by doing mental or physical work for a purpose or out of necessity.

I will work hard to improve my grades.
She worked hard for better living conditions for the poor.
work

ଅର୍ଥ : ବହୁତ ଅଧିକ କାମ ବା ପରିଶ୍ରମ କରିବା

ଉଦାହରଣ : ମୂଲିଆ ଦିନସାରା ଖଟିଥାଏ, ତେବେ ଯାଇ ତାବଦଳରେ ମୁଠେ ଅନ୍ନ ବା ଦୁଇ ପଟ ରୁଟି ସଂଗ୍ରହ କରିପାରେ

ସମକକ୍ଷ : କାମ କରିବା, ଖଟିବା, ମୂଲଲାଗିବା

बहुत अधिक मेहनत या परिश्रम करना।

मजदूर दिनभर खटते हैं तब कहीं जाकर दो जून की रोटी जुटा पाते हैं।
खटना, खपना, पिसना

Work hard.

She was digging away at her math homework.
Lexicographers drudge all day long.
dig, drudge, fag, grind, labor, labour, moil, toil, travail