ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିଦର୍ଶନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିଦର୍ଶନ   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ କାର୍ଯ୍ୟପାଇଁ ବିଶେଷକରି ନିରୀକ୍ଷଣ କରି ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାର କ୍ରିୟା

ଉଦାହରଣ : ପ୍ରଧାନମନ୍ତ୍ରୀ ଭୂକମ୍ପଗ୍ରସ୍ଥ ଅଞ୍ଚଳଗୁଡ଼ିକର ପରିଦର୍ଶନରେ ଯାଇଛନ୍ତି

ସମକକ୍ଷ : ନିରୀକ୍ଷଣ, ଭ୍ରମଣ

किसी विशेष कार्य के लिए एक स्थान से दूसरे स्थान तक जाने की क्रिया।

प्रधानमंत्री भूकंप ग्रस्त इलाकों के दौरे पर गए हैं।
दौरा

The act of visiting in an official capacity (as for an inspection).

visit